ପ୍ରସବ ଜନିତ ପୀଡ଼ାକୁ କେମିତି ଚିହ୍ନିବେ? | Sign of Labour Pain in Odia | Dr Smruti Shree Sahu
About this video
ଗର୍ଭାବସ୍ଥାର ତିନୋଟି ପର୍ଯ୍ୟାୟରେ ଜଣେ ମହିଳାଙ୍କଠାରେ ଅନେକ କିଛି ପରିବର୍ତ୍ତନ ଦେଖାଦେଇଥାଏ। ଏହି ସମୟରେ ସାମୟିକ ଭାବେ ପୀଡ଼ା ମଧ୍ୟ ହୋଇପାରେ। ପ୍ରସବର ଦିନ ପାଖେଇ ଆସିଲେ କେତେକ ମହିଳାଙ୍କଠାରେ ଫଲ୍ସ ପେନ୍ (ସାମୟିକ ପୀଡ଼ା) ହୋଇଥାଏ। ତେବେ ଜଣେ ମହିଳା କେମିତି ଜାଣିବ ତା’ର ପୀଡ଼ା ସାଧାରଣ ନା ଡାକ୍ତରଙ୍କ ପାଖୁ ଯିବାର ଆବଶ୍ୟକତା ରହିଛି? ଏ ବିଷୟରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ମୃତି ଶ୍ରୀ ସାହୁଙ୍କଠାରୁ ବିସ୍ତୃତ ଭାବରେ ଜାଣନ୍ତୁ।