ସ୍ତନ କର୍କଟ - ନିଜେ କେମିତି ପରୀକ୍ଷା କରିବେ? | Breast Self-examination in Odia | Dr Sanjib Kumar Mishra
About this video
ମହିଳାମାନଙ୍କଠାରେ ଦେଖାଦେଉଥିବା ସ୍ତନ କର୍କଟ ବା ବ୍ରେଷ୍ଟ୍ କ୍ୟାନସର ଭାରୀ ସାଙ୍ଘାତିକ। ଠିକ୍ ସମୟରେ ଏହାକୁ ଚିହ୍ନି ନପାରିଲେ ପରିସ୍ଥିତି ଜଟିଳ ହୋଇପାରେ। ତେଣୁ ପ୍ରାଥମିକ ଅବସ୍ଥାରେ ଏହାକୁ ଚିହ୍ନିବା ପାଇଁ ମହିଳାମାନେ ନିଜ ସ୍ତନ ନିଜେ ଯାଞ୍ଚ କରିବାର କୌଶଳ ଶିଖିବା ଆବଶ୍ୟକ। ତେବେ ସ୍ତନ କର୍କଟକୁ ଚିହ୍ନିବେ କେମିତି? ଏନେଇ ବିଶିଷ୍ଟ ରେଡିଏସନ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜିବ କୁମାର ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। Breast cancer can be very dangerous in women. The situation can get complicated if you don’t recognize it in time. So in order to recognize it in the early stages, women need to learn the techniques of self-examination of their breasts. So how do you diagnose breast cancer? How to recognize it from the beginning? Let’s find out from Dr Sanjib Kumar Mishra, an Oncologist.