ପେଟରେ କ୍ୟାନ୍ସର: କାହିଁକି ହୁଏ? | Stomach Cancer: Causes & Treatment, Odia | Dr Nitish Ranjan Acharya
About this video
ଆମ ଶରୀରର କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇଲେ ଏହା କ୍ୟାନସର ବା କର୍କଟ ରୋଗର ରୂପ ନେଇଥାଏ। ଶରୀରର ଯେକୌଣସି ସ୍ଥାନରେ କୋଷଗୁଡ଼ିକ ବୃଦ୍ଧି ପାଇଲେ ଉକ୍ତ ଅଙ୍ଗର କ୍ୟାନସର ବୋଲି କୁହାଯାଏ। ସେହିଭଳି ପେଟର କ୍ୟାନ୍ସର ଅତ୍ୟଧିକ ତେଲ ମସଲା, ଖଟା, ମଦ୍ୟପାନ ଏବଂ ଜେନେଟିକ୍ କାରଣରୁ ହୋଇପାରେ। ଆସନ୍ତୁ, ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ନିତିଶ୍ ରଞ୍ଜନ ଆଚାର୍ଯ୍ୟଙ୍କଠାରୁ ପେଟରେ କ୍ୟାନ୍ସର ହେବାର କାରଣ ଓ ଚିକିତ୍ସା ବିଷୟରେ ଅଧିକ ଜାଣିବା।