ଶିଶୁ ବିଳମ୍ବରେ କଥା କହୁଛି କି! ଜାଣନ୍ତୁ, କାହିଁକି? | Sambit Nanda on Speech Delay in Children, in Odia
Swasthya Plus Network4 December 20209:1983K views
About this video
ଶିଶୁ ଜନ୍ମ ହେବାର ୧୨ରୁ ୧୫ ମାସ ମଧ୍ୟରେ କଥା କହିବା ଆରମ୍ଭ କରେ। ତେବେ ଅନେକ ପରିବାରରେ ପିଲାଟି ଯେଉଁ ସମୟରେ କଥା କହିବା ଦରକାର ତା'ଠାରୁ ବିଳମ୍ବ ଦେଖାଦେଉଛି। ଏହା କୌଣସି ରୋଗ ନୁହେଁ, ଏହାକୁ ଏକ ପ୍ରକାରର ସମସ୍ୟା କୁହାଯାଇପାରେ। ଏହାର କାରଣ ଓ ନିରାକରଣ ବିଷୟରେ ସାଇକୋଲୋଜିଷ୍ଟ ସମ୍ବିତ ନନ୍ଦ କ'ଣ କହୁଛନ୍ତି ଆସିନ୍ତୁ ଜାଣିବା।