ଆପଣଙ୍କର ଇଓସିନୋଫିଲିଆ ଅଛି କି? | Eosinophilia in Odia | Causes & Prevention | Dr Diptiman Baliarsingh
About this video
ଇଓସିନୋଫିଲିଆ ବା ସାଧାରଣ ଲୋକେ ଏହାକୁ ଇସନଫୁଲିଆ କହିଥା’ନ୍ତି। ଅଧିକାଂଶ ଲୋକ ଏହାକୁ ଥଣ୍ଡା ରୋଗ ବୋଲି ଭାବିଥାଆନ୍ତି। ତେବେ ଇଓସିନୋଫିଲିଆ କ’ଣ? ଏହା କାହିଁକି ହୁଏ? ଏନେଇ ବିଶିଷ୍ଟ କର୍ଣ୍ଣ ନାଶା ଗଳା ବିଭାଗର ଡାକ୍ତର ଦିପ୍ତିମାନ ବଳିଆରସିଂ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Eosinophilia is higher than the normal level of eosinophils. Most people think of it as a cold. So what is eosinophilia? What is the most common cause of eosinophilia? Let's know more from Dr Diptiman Baliarsingh, ENT Specialist.