ହୃଦ୍ଘାତ (Heart Attack) କୁ ରୋକିବେ କିପରି? | Heart Attack in Odia | Dr Vibhutendra Mohanty
About this video
ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ, ମୋଟାପଣ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଆଜିକାଲି କମ୍ ବୟସର ଲୋକଙ୍କୁ ହୃଦ୍ଘାତ ହେଉଛି। ତେଣୁ ଆମକୁ ଏକ ସୁସ୍ଥ ଜୀବନଶୈଳୀ ଆପଣେଇବା ନିହାତି ଜରୁରୀ। ଆସନ୍ତୁ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଭିଭୁତେନ୍ଦ୍ର ମହାନ୍ତିଙ୍କଠାରୁ ଜାଣିବା କାହିଁକି ବଢ଼ୁଛି ହାର୍ଟ ଆଟାକ୍ ଓ ଏହାର ଚିକିତ୍ସା ବିଷୟରେ। Nowadays, due to the sedentary lifestyle, unhealthy diet, obesity, and lack of physical exercise, people are suffering from heart attacks at early ages. Therefore, it is important for us to adopt a healthy lifestyle to prevent cardiac complications. Let's know more from Dr Vibhutendra Mohanty, a Cardiologist.