ଗଳାରେ ଦରଜ ହେଉଛି କି? । Dr N Himansu Choudhury on Tonsillitis in Odia | Causes & Treatment
About this video
ଟନ୍ସିଲାଇଟିସ୍ କହିଲେ ଗଳାରେ ଥିବା ଟନ୍ସିଲ୍ ଗ୍ରନ୍ଥିର ପ୍ରଦାହକୁ ବୁଝାଏ। ଭୂତାଣୁ ଓ ଜୀବାଣୁ ସଂକ୍ରମଣ ଯୋଗୁଁ ଟନ୍ସିଲାଇଟିସ୍ ରୋଗ ହୋଇଥାଏ। ତେବେ ଟନ୍ସିଲାଇଟିସ୍ କ’ଣ? ସର୍ଜରିର ଆବଶ୍ୟକତା କେତେବେଳେ ଦରକାର ପଡ଼େ? ଏହାର ନିରାକରଣ ଓ ଚିକିତ୍ସାକୁ ନେଇ କର୍ଣ୍ଣ ନାଶା ଗଳା (ଇଏନଟି) ବିଶେଷଜ୍ଞ ଡାକ୍ତର ଏନ୍ ହିମାଂଶୁ ଚୌଧୁରୀ କ’ଣ କହୁଛନ୍ତି, ଜାଣନ୍ତୁ।