ଲ୍ୟୁକେମିଆ: ରକ୍ତ କର୍କଟର ଚିକିତ୍ସା | Acute Leukemia in Odia | Blood Cancer: Treatment | Dr Raka Hota

Dr Raka Hota27 February 202411:311.5K views

About this video

ଆକ୍ୟୁଟ ଲ୍ୟୁକେମିଆ ଏକ ପ୍ରକାର ରକ୍ତ କର୍କଟ। ଏହି ସମସ୍ୟାର ଚିକିତ୍ସା ପାଇଁ କେମୋଥେରାପିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ବିଶିଷ୍ଟ ହେମାଟୋ ଅଙ୍କୋଲୋଜିଷ୍ଟ ଡାକ୍ତର ରାକା ହୋତାଙ୍କଠାରୁ ଆକ୍ୟୁଟ୍‌ ଲ୍ୟୁକେମିଆ କ’ଣ ଓ ଏହାର ଚିକିତ୍ସା କ୍ଷେତ୍ରରେ କେମୋଥେରାପିର ଭୂମିକା ବିଷୟରେ ଜାଣିବା।