ଜନ୍ମରୁ ପାଚନ ସମସ୍ୟା | Inborn Errors of Metabolism in Odia | Symptoms & Treatment | Dr Raka Hota

Dr Raka Hota3 February 202414:331.6K views

About this video

ଜନ୍ମଜାତ ମେଟାବୋଲିଜିମ୍‌ ବା ପାଚନ ସମସ୍ୟା ହେଉଛି ଏକ ପ୍ରକାର ବଂଶଗତ ରୋଗ। ପିଲାଟି ଜନ୍ମରୁ ଖାଦ୍ୟ ହଜମ କରିବାରେ ସମସ୍ୟା ତଥା ଏହା ସହିତ ଜଡ଼ିତ ଅନ୍ୟାନ୍ୟ ଲକ୍ଷଣରେ ପୀଡ଼ିତ ହୋଇଥାଏ। ଏହି ରୋଗରେ ପେଟ ଫୁଲିବା, ଖାଦ୍ୟ ହଜମ ନହେବା, ବାରମ୍ବାର ବାନ୍ତି ଲାଗିବା ଭଳି ବିଭିନ୍ନ ଲକ୍ଷଣ ପିଲାଠାରେ ଦେଖାଯାଏ। ଆସନ୍ତୁ ଏହି ସମସ୍ୟା ବିଷୟରେ ହେମାଟୋ-ଅଙ୍କୋଲୋଜିଷ୍ଟ ଡାକ୍ତର ରାକା ହୋତାଙ୍କଠାରୁ ଅଧିକ ଜାଣିବା।