ବିଶ୍ୱ ଯୋଗ ଦିବସ: ଯୋଗ ଦ୍ୱାରା କମାନ୍ତୁ ପେଟର ଚର୍ବି | Yoga Asanas To Reduce Belly Fat |Ganeshwar Gochhikar
About this video
ଯୋଗ ମନ, ମସ୍ତିଷ୍କ ଏବଂ ଶରୀରର ପାଇଁ ବେଶ୍ ଲାଭଦାୟକ। ଯୋଗ ଶରୀର ସଙ୍ଗେ ସଙ୍ଗେ ମନକୁ ବି ସୁସ୍ଥ ରଖିଥାଏ। ଯୋଗର ବିଭିନ୍ନ ଶୈଳୀ ଥାଏ, ଯେଉଁଥିରେ ଶାରୀରିକ ମୁଦ୍ରା, ନିଶ୍ୱାସ ପ୍ରଶ୍ୱାସ ନେବାର କୌଶଳ ଏବଂ ମେଡିଟେସନ ଆଦି ସାମିଲ ରହିଛି। ବିଶ୍ୱ ଯୋଗ ଦିବସ ଅବସରରେ ଯୋଗ ପ୍ରଶିକ୍ଷକ ଗଣେଶ୍ୱର ଗୋଚ୍ଛିକାରଙ୍କଠାରୁ ଆସନ୍ତୁ ୫ଟି ଯୋଗାସନ ବିଷୟରେ ଜାଣିବା। Yoga is can be very beneficial for the mind, brain, and overall health. Yoga has a variety of styles, including physical exercises, breathing techniques, and meditation. Belly fat is many people’s concern and it's usually hard to get rid of it. Let's learn about yoga asanas to reduce belly fat from yoga coach Ganeshwar Gochhikar on the occasion of International Yoga Day.