ପ୍ରେମ ବିବାହ ସତ୍ତ୍ୱେ କାହିଁକି ହୁଏ ଝଗଡ଼ା? | Dr Samrat Kar on Love & Relationships in Odia
About this video
ପ୍ରେମ ଆମ ଶରୀରର ଏକ ମାନସିକ ଅବସ୍ଥା କହିଲେ ଭୁଲ ହେବ ନାହିଁ। ପ୍ରେମ ହେଲେ ଆମେ ଶହେ ଜଣଙ୍କ ମଧ୍ୟରୁ ଉକ୍ତ ପୁଅ କିମ୍ବା ଝିଅ ପ୍ରତି ଆକର୍ଷିତ ହୋଇଥାଉ। ବୈଜ୍ଞାନିକ କାରଣ ଦେଖିବାକୁ ଗଲେ କାହିଁକି ଏପରି ହୋଇଥାଏ? ପ୍ରେମ କରି ବିବାହ କରିବା ସତ୍ତ୍ୱେ ପୁଣି ଝଗଡ଼ା ହୁଏ କାହିଁକି? ପ୍ରେମକୁ କେମିତି ସବୁଦିନ ପାଇଁ ରଖିପାରିବେ? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।