ଗର୍ଭ ନଷ୍ଟ ବା ମିସ୍କ୍ୟାରେଜ୍: ରୋକିବେ କିପରି? | Pregnancy Loss/ Miscarriage in Odia | Dr Soumya Dash
About this video
ଯଦି ଜଣେ ମହିଳାଙ୍କର ଦୁଇରୁ ଅଧିକ ଥର ଗର୍ଭ ନଷ୍ଟ ହେଉଛି, ତାହାକୁ ରିକରେଣ୍ଟ ମିସ୍କ୍ୟାରେଜ୍ ବା ବାରମ୍ବାର ଗର୍ଭପାତ କୁହାଯାଏ। ଏହାର କାରଣ ଜାଣିବେ କେମିତି? ଏହାକୁ ରୋକି ହେବ କି? ଏହି ଭିଡିଓ ଜରିଆରେ ଜାଣନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୌମ୍ୟା ଦାଶ କ’ଣ କହୁଛନ୍ତି।