ଅବାଞ୍ଛିତ ଗର୍ଭଧାରଣକୁ ରୋକିବେ କିପରି? | Unwanted Pregnancy in Odia | Dr Smruti Shree Sahu

Dr Smruti Shree Sahu23 July 20249:568.7K views

About this video

ଅଳ୍ପ ବୟସରେ ଗର୍ଭଧାରଣ ଜଣେ ନାରୀ ପାଇଁ ନାହିଁ ନଥିବା ଶାରୀରିକ, ସାମାଜିକ ତଥା ମାନସିକ ସମସ୍ୟା ସୃଷ୍ଟି କରିଥାଏ। ପରିବାର ନିୟନ୍ତ୍ରଣ, ପ୍ରଜନନ ସ୍ୱାସ୍ଥ୍ୟ ଏବଂ ଅବାଞ୍ଛିତ ଗର୍ଭଧାରଣ ବିଷୟରେ ସମସ୍ତେ ଅବଗତ ହେବା ଜରୁରୀ। ଆସନ୍ତୁ, ଆଜିର ଏହି ଭିଡିଓ ମାଧ୍ୟମରେ ଜାଣିବା ଗର୍ଭଧାରଣର ସଠିକ ବୟସ, କମ୍‌ ବୟସରେ ଗର୍ଭଧାରଣ ଯୋଗୁଁ ହେଉଥିବା ସମସ୍ୟା ଏବଂ ଏହାକୁ ଏଡ଼ାଇବେ କିପରି?