ପିସିଓଏସ୍‌ ସମସ୍ୟା ଥିଲେ କ’ଣ କରିବେ? | PCOS in Odia | Dr GSS Mohapatra

Dr GSS Mohapatra5 September 20225:167.2K views

About this video

ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ପିସିଓଏସ୍‌ ବା ପଲିସିଷ୍ଟିକ୍‌ ଓଭାରିଆନ୍‌ ସିଣ୍ଡ୍ରୋମ ହେଉଛି ହରମୋନ୍‌ ଜନିତ ସମସ୍ୟା। ଏହାର ମୁଖ୍ୟ କାରଣ ହେଉଛି ଜେନେଟିକ, ପରିବେଶ ଓ ଜୀବନଶୈଳୀ। ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜିଏସ୍‌ଏସ୍‌ ମହାପାତ୍ରଙ୍କଠାରୁ ପିସିଓଏସ୍‌ର କାରଣ ଓ ଚିକିତ୍ସା ବିଷୟରେ ଅଧିକ ଜାଣିବା। Polycystic Ovary Syndrome (PCOS) is a condition that affects a woman's hormone levels. The main causes are genetic, environmental, and lifestyle. Let us learn more from Dr GSS Mohapatra, an Obstetrician & Gynaecologist.