ନିଦ ହେଉନି କି? ଜାଣନ୍ତୁ ସ୍ଲିପ୍ ହାଇଜିନ୍ । Dr Snehanshu Dey on Sleep Hygiene Tips in Odia
About this video
ଷ୍ଟ୍ରେସ୍, ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଆଜିକାଲି ଲୋକେ ନିଦ୍ରାହୀନତାର ଶିକାର ହେଉଛନ୍ତି। ତେବେ ବର୍ତ୍ତମାନ ସମୟରେ ନିଦ୍ରାହୀନତାର କାରଣ କ’ଣ? ଏହାର ଚିକିତ୍ସା କ’ଣ ଏବଂ ଭଲ ନିଦରେ କେମିତି ଶୋଇବେ? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହାଂଶୁ ଦେ’ଙ୍କ ପରାମର୍ଶ ଜାଣନ୍ତୁ।