କାହିଁକି ହୁଏ ୟୁରିନ୍ ଇନ୍‌ଫେକ୍ସନ? ଏହାର ଲକ୍ଷଣ ଓ ନିରାକରଣ | Dr Biswajit Nanda - Urine Infection UTI - Odia

Dr Biswajit Nanda8 October 20207:0415K views

About this video

ବର୍ତ୍ତମାନ ସମୟରେ ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ୟୁରିନ୍ ଇନ୍‌ଫେକ୍ସନ। ଏହା ଏକ ସାଧାରଣ ସମସ୍ୟା, ଉଭୟ ପୁରୁଷ ଓ ମହିଳା ଏହାର ଶିକାର ହୁଅନ୍ତି। ଠିକ୍ ସମୟରେ ଯଦି ଏହାର ଚିକିତ୍ସା କରାନଯାଏ, ତେବେ ପରିସ୍ଥିତି ଗୁରୁତର ହେବାର ସମ୍ଭାବନା ଥାଏ। ତେବେ କାହିଁକି ହୁଏ ୟୁରିନ୍ ଇନ୍‌ଫେକ୍ସନ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ ଡାକ୍ତର ବିଶ୍ୱଜିତ ନନ୍ଦ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।