ଟଏଲେଟ୍ ଟ୍ରେନିଂ: ପିଲାଙ୍କୁ କେମିତି ଶିଖାଇବେ? | Toilet Training Tips in Odia | Dr Snehamayee Nayak
About this video
ପିଲାମାନଙ୍କୁ ଟଏଲେଟ୍ ଟ୍ରେନିଂ ଦେବା ଦ୍ୱାରା ପିଲାମାନେ ସ୍ୱାଧୀନ ଭାବେ ଶୌଚାଳୟର ବ୍ୟବହାର କରିପାରିବେ। ଅଭିଭାବକମାନେ ପିଲାଙ୍କୁ ୨ ବର୍ଷ ବୟସରୁ ଟଏଲେଟ୍ ଟ୍ରେନିଂ ଦେବା ଆବଶ୍ୟକ। ଆସନ୍ତୁ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହମୟୀଙ୍କଠାରୁ ଟଏଲେଟ୍ ଟ୍ରେନିଂ ବିଷୟରେ ସବିଶେଷ ଜାଣିବା।