ପରିସ୍ରାପୋଡ଼ା - କାହିଁକି ହେଉଛି? | Dr Priyabrata Das on Burning Urination (Dysuria) in Odia

Dr Priyabrata Das25 September 20219:32387K views

About this video

ପରିସ୍ରାପୋଡ଼ା ଏକ ରୋଗ ନୁହେଁ, ଏହା ଏକ ରୋଗର ଲକ୍ଷଣ। ୟୁରିନାରି ଟ୍ରାକ୍ଟ ଇନ୍‌ଫେକ୍ସନ୍‌ ହେଲେ ପରିସ୍ରାପୋଡ଼ା ଲକ୍ଷଣ ଦେଖାଦେଇଥାଏ। ତେବେ ବାରମ୍ବାର ପରିସ୍ରାପୋଡ଼ା କାହିଁକି ହୁଏ? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟବ୍ରତ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।