ପରିସ୍ରାପୋଡ଼ା - କାହିଁକି ହେଉଛି? | Dr Priyabrata Das on Burning Urination (Dysuria) in Odia
About this video
ପରିସ୍ରାପୋଡ଼ା ଏକ ରୋଗ ନୁହେଁ, ଏହା ଏକ ରୋଗର ଲକ୍ଷଣ। ୟୁରିନାରି ଟ୍ରାକ୍ଟ ଇନ୍ଫେକ୍ସନ୍ ହେଲେ ପରିସ୍ରାପୋଡ଼ା ଲକ୍ଷଣ ଦେଖାଦେଇଥାଏ। ତେବେ ବାରମ୍ବାର ପରିସ୍ରାପୋଡ଼ା କାହିଁକି ହୁଏ? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟବ୍ରତ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।