ମହିଳାଙ୍କଠାରେ ୟୁରିନ୍ ଇନ୍ଫେକ୍ସନ୍: କାହିଁକି ହୁଏ? | UTI in Women, in Odia | Dr Aditya Prasad Padhy
About this video
ୟୁରିନ୍ ଇନ୍ଫେକ୍ସନ୍ ବା ପରିସ୍ରାନଳୀରେ ସଂକ୍ରମଣ ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ହୋଇଥାଏ। ହେଲେ କେତେକ ମହିଳାଙ୍କଠାରେ ବାରମ୍ବାର ୟୁରିନ୍ ଇନ୍ଫେକ୍ସନ୍ ହେବା ଦେଖିବାକୁ ମିଳିଥାଏ। ଆସନ୍ତୁ, ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଅଧିକ ଜାଣିବା।