ମଦ ପିଇ ଲିଭର ଖରାପ: କେମିତି ଭଲ ହେବ? | Alcoholic Liver Disease in Odia | ALD | Dr Gadadhar Panda
About this video
ଅତ୍ୟଧିକ ଏବଂ ନିୟମିତ ମଦ୍ୟପାନ ଲିଭରକୁ ଖରାପ କରିଥାଏ। ପ୍ରଥମ ପର୍ଯ୍ୟାୟରେ ଫ୍ୟାଟି ଲିଭର ଏବଂଶେଷ ପର୍ଯ୍ୟାୟରେ ଲିଭର ସିରୋସିସ୍ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ।ଏକ ନିର୍ଦିଷ୍ଟ ପର୍ଯ୍ୟାୟରେ ଲିଭର ପ୍ରତିରୋପଣର ମଧ୍ୟ ଆବଶ୍ୟକତା ହୋଇପାରେ। ଆସନ୍ତୁ, ଏନେଇ ଅଧିକ ଜାଣିବା ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ତଥା ହେପାଟୋଲୋଜିଷ୍ଟ ଡାକ୍ତର ଗଦାଧର ପଣ୍ଡାଙ୍କଠାରୁ, ଏହି ଭିଡିଓରେ।