ପିଲାଙ୍କର କୃମି – କେମିତି କରିବେ ଦୂର? | Deworming / Worm Infestation in Children | Dr Kanhu Panda
About this video
ଛୋଟ ପିଲାଙ୍କଠାରେ କୃମି ଦୋଷ ଏକ ସାଧାରଣ ସମସ୍ୟା। କୃମି ଦୋଷ ଯୋଗୁଁ ପିଲାକୁ ଭୋକ ଲାଗିନଥାଏ, ପେଟ କାଟିବା, ଜ୍ୱର ହେବା ଭଳି ଲକ୍ଷଣ ଦେଖାଦେଇଥାଏ। ତେବେ କୃମି ହେବାର କାରଣ କ’ଣ? ଏହାର ଚିକିତ୍ସା କେମିତି ହୁଏ ଓ ଏହାକୁ ରୋକିବେ କିପରି? ସେନେଇ ଆସନ୍ତୁ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଜାଣିବା।