କେମିତି ଚିହ୍ନିବେ ବ୍ଲାକ୍ ଫଙ୍ଗସ୍? । Dr PC Sahu on Black Fungus in Odia | Symptoms & Preventions
About this video
ମହାମାରୀ କୋଭିଡ୍ ସମୟରେ ଆତଙ୍କ ସୃଷ୍ଟି କରିଥିବା ମ୍ୟୁକରମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) ଭୂତାଣୁ ମାଟି, ପବନ ଏପରିକି ଖାଦ୍ୟରେ ରହିଛି। ଏଭଳି ସଂକ୍ରମଣ କୋଭିଡ୍ ପୂର୍ବରୁ ବହୁତ କମ୍ ଦେଖା ଯାଉଥିଲା। ତେବେ କାହାକୁ ହୋଇପାରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ? ଶରୀରର କେଉଁ କେଉଁ ଅଙ୍ଗକୁ ସଂକ୍ରମଣ କରୁଛି ଏହି ଫଙ୍ଗସ୍? ଏନେଇ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ।