ଓଭାରିଆନ୍‌ ସିଷ୍ଟ କ’ଣ – କାରଣ, ଲକ୍ଷଣ ଓ ଚିକିତ୍ସା | Dr Alakta Das on Ovarian Cyst in Odia |Types & Causes

Dr Alakta Das5 October 20218:2355K views

About this video

ଓଭାରିଆନ୍‌ ସିଷ୍ଟ କହିଲେ ଅଣ୍ଡକୋଷରେ ଏକ ପରଳ ଜମା ହୋଇଯିବାକୁ ବୁଝାଏ। ସରଳ ଭାଷାରେ କହିବାକୁ ଗଲେ ଅଣ୍ଡକୋଷରେ ଛୋଟ ଛୋଟ ପିଣ୍ଡୁଳା ଆକାରର ମାଂସ ଜମାଟ ବାନ୍ଧି ଯାଇଥାଏ। ଫଳରେ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ତେବେ ଓଭାରିଆନ୍‌ ସିଷ୍ଟ ହେବାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲ୍‌କତା ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।