ଆଲର୍ଜି ହେଲେ କ’ଣ କରିବେ? | Types of Allergies in Odia | Dr Narayan Sahu

Dr Narayan Sahu30 March 20228:4954K views

About this video

ଅଧିକାଂଶ ଲୋକଙ୍କୁ କେତେକ ଖାଦ୍ୟ, ଜୀବଜନ୍ତୁଙ୍କ ସଂସ୍ପର୍ଶରେ ଆସିଲେ, ଋତୁ ପରିବର୍ତ୍ତନ ହେଲେ ଅଧିକାଂଶ ଲୋକଙ୍କର ଛିଙ୍କ ହୋଇଥାଏ, ଯାହାକୁ ଆଲର୍ଜି କୁହାଯାଏ। ଆସନ୍ତୁ ବିଶିଷ୍ଟ କର୍ଣ୍ଣ ନାଶା, ଗଳା ବିଶେଷଜ୍ଞ ଡାକ୍ତର ନାରାୟଣ ସାହୁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି.