ସ୍ଲିପ୍‌ ଆପ୍‌ନିଆର ଚିକିତ୍ସା କେମିତି ହୁଏ? | What To Do If You Have Sleep Apnea? | Dr Debasis Behera

Dr Debasis Behera12 May 20226:084.9K views

About this video

ସ୍ଲିପ୍‌ ଆପ୍‌ନିଆରେ ବ୍ୟକ୍ତିଙ୍କୁ ରାତିରେ ଶୋଇଥିବା ବେଳେ ଜୋର ଜୋର ଘୁଙ୍ଗୁଡ଼ି ହେବା, ହଠାତ୍‌ ନିଶ୍ୱାସ ଅଟକିଯାଏ ଏବଂ ପୁଣି ନିଶ୍ୱାସ ସାଧାରଣ ଭଳି ଚାଲିଥାଏ। ଏହା ଫଳରେ ବ୍ୟକ୍ତିଙ୍କୁ ଦିନରେ ଥକ୍କା ଲାଗିଥାଏ, ନିଦ ଲାଗିଥାଏ, ଚିଡ୍‌ଚିଡ଼ା ଲାଗିଥାଏ। ଆସନ୍ତୁ ବିଶିଷ୍ଟ ଶ୍ୱାସ ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ବେହେରାଙ୍କଠାରୁ ସ୍ଲିପ୍‌ ଆପ୍‌ନିଆର ଚିକିତ୍ସା ବିଷୟରେ ଜାଣିବା। Sleep Apnea is a common sleep disorder in which the patient stops breathing for a few seconds while sleeping and this happens several times throughout the night, making them feel tired, sleepy, and irritable during the day. Let's find out what Pulmonologist Dr Debasis Behera, has to say about its symptoms and treatment.