କାହିଁକି ପଡ଼େ ପରିସ୍ରାରେ ରକ୍ତ? । Dr Sukanta Kumar Padhy on Blood in Urine (Hematuria) in Odia

Dr Sukanta Kumar Padhy29 June 20216:4514K views

About this video

ପରିସ୍ରାରେ ରକ୍ତ ପଡ଼ିବାକୁ ହେମାଚୁରିଆ ବୋଲି କୁହାଯାଏ। ସାଧାରଣତଃ ପରିସ୍ରାନଳୀରେ ସଂକ୍ରମଣ ଯୋଗୁଁ ଏହି ସମସ୍ୟା ହୋଇପାରେ। କିନ୍ତୁ, ଏହାଛଡ଼ା ଏହାର ଅନେକ କାରଣ ରହିଛି। ତେବେ ପରିସ୍ରାରେ ରକ୍ତ କାହିଁକି ପଡ଼େ? ଏହାଦ୍ୱାରା କ’ଣସବୁ ଜଟିଳତା ଦେଖାଦିଏ? ଏନେଇ ବିଶିଷ୍ଟ କିଡନି ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ କୁମାର ପାଢ଼ୀ କ’ଣ କହୁଛନ୍ତି, ଜାଣନ୍ତୁ।