ବ୍ଲଡ୍‌ କ୍ୟାନ୍‌ସରକୁ ଚିହ୍ନିବେ କେମିତି? | Dr Ghanashyam Biswas on Blood Cancer in Odia | Symptoms

Dr Ghanashyam Biswas31 March 202112:2267K views

About this video

ରକ୍ତରେ ଲୌହ ରକ୍ତ କଣିକା, ଶ୍ୱେତ ରକ୍ତକଣିକା ଏବଂ ପ୍ଲେଟ୍‌ଲେଟ୍‌ ରହିଛି। ଶ୍ୱେତ ରକ୍ତ କଣିକା ସାଧାରଣ ସ୍ତରଠାରୁ ଅଧିକ ବୃଦ୍ଧି ପାଇଲେ ଶରୀରରେ ସଂକ୍ରମଣ ହୋଇପାରେ, ପ୍ରଦାହ ହୋଇପାରେ କିମ୍ବା ବ୍ଲଡ୍‌ କ୍ୟାନ୍‌ସର ବି ହୋଇପାରେ। ତେବେ ରକ୍ତ କର୍କଟର କାରଣ କ’ଣ? ରକ୍ତ କର୍କଟକୁ ଚିହ୍ନିବେ କିପରି? ଏନେଇ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଘନଶ୍ୟାମ ବିଶ୍ୱାସଙ୍କଠାରୁ ଅଧିକ ଜାଣନ୍ତୁ।