ଲିଭର ସିରୋସିସ୍ ବି ଜୀବନ ନେଇପାରେ! | How to Keep Your Liver Healthy? in Odia
Swasthya Plus Network4 March 20238:158.0K views
About this video
ଯକୃତ ବା ଲିଭର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର କାର୍ଯ୍ୟଦକ୍ଷତାରେ ପ୍ରତିହତ ହେଲେ ଫ୍ୟାଟି ଲିଭର, ଲିଭର ସିରୋସିସ୍, ଲିଭର ଜଣ୍ଡିସ୍ ତଥା ଲିଭର ଫେଲ୍ୟୁୟର ମଧ୍ୟ ହୋଇପାରେ। ତେଣୁ ଲିଭରକୁ ସୁସ୍ଥ ରଖିବା ନିହାତି ଜରୁରୀ। ଆସନ୍ତୁ ଓଡ଼ିଶାର ବିଶିଷ୍ଠ ଯକୃତରୋଗ ବିଶେଷଜ୍ଞଙ୍କଠାରୁ ଜାଣିବା ଲିଭରକୁ ସୁସ୍ଥ ରଖିବେ କେମିତି?