ଗ୍ୟାଷ୍ଟ୍ରିକ୍‌ ସମସ୍ୟା – କେମିତି ପାଇବେ ମୁକ୍ତି? । Dr Girish kumar Pati on Gastric Problem in Odia

Dr Girish29 May 202111:3025K views

About this video

ଗ୍ୟାସ୍‌ ସମସ୍ୟା ଏକ ସାଧାରଣ ସମସ୍ୟା। ବର୍ତ୍ତମାନ ସମୟରେ ଏହା ସବୁ ବୟସର ଲୋକଙ୍କଠାରେ ଦେଖିବାକୁ ମିଳୁଛି। ହେଲେ କାହିଁକି ଚିନ୍ତାର ବିଷୟ ଗ୍ୟାସ୍‌ ସମସ୍ୟା? ଏନେଇ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଗିରିଶ୍‌ କୁମାର ପତିଙ୍କଠାରୁ ଅଧିକ ଜାଣନ୍ତୁ।