ବାରମ୍ବାର ମୁଡ୍ ଚେଞ୍ଜ ହେଉଛି କି? | What are Mood Swings? in Odia | Swagatika Samantray
About this video
ଅଧିକାଂଶ ଲୋକଙ୍କର ବାରମ୍ବାର ମୁଡ୍ ବାମ ମନରେ ପରିବର୍ତ୍ତନ ହୋଇଥାଏ, ଯାହାକୁ ଇଂରାଜୀରେ ମୁଡ୍ ସୁଇଙ୍ଗ ବୋଲି କୁହାଯାଏ। ତେବେ ଏହା କାହିଁକି ହୁଏ? ଏହାର କାରଣ ଓ ଏପରି ବ୍ୟବହାରକୁ କିପରି କଣ୍ଟ୍ରୋଲ କରିବେ? ଏନେଇ ବିଶିଷ୍ଟ ମନସ୍ତତ୍ୱବିତ୍ ସ୍ୱାଗତିକା ସାମନ୍ତରାୟ କ’ଣ କହୁଛନ୍ତି, ଜାଣିବା। You might find yourself feeling low or irritated out of the blue sometimes or you might be experiencing a shift in your mood frequently – one moment you are happy and the other moment you find yourself crying. Why do you feel this way? What can you do to manage mood swings? Let’s know more from Swagatika Samantaray, a Psychologist.