ଖାଇବା ପରେ ପେଟ ଫୁଲି ଯାଉଛି କି? | Bloating in Odia | Dr Manas Kumar Behera
About this video
ଅଧିକାଂଶ ଲୋକଙ୍କର ଖାଇସାରିବା ପରେ ପେଟ ଫୁଲିଯାଏ ବା ପେଟ ଟାଇଟ୍ ଲାଗେ, ଅସହଜ ମନେ ହୁଏ। ତେବେ ଏହା କ’ଣ ଗ୍ୟାସ୍ ବା ଏସିଡିଟିର ଲକ୍ଷଣ? ଆସନ୍ତୁ ପେଟ ରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ବେହେରା କ’ଣ କହୁଛନ୍ତି, ଜାଣିବା।