ଗର୍ଭାବସ୍ଥା ପୂର୍ବରୁ କେଉଁ ଟେଷ୍ଟ କରିବେ? | Tests for Planning a Pregnancy, Odia | Dr Laxmi Narayan Sahoo
About this video
ଗର୍ଭଧାରଣ ପୂର୍ବରୁ ଏବଂ ଗର୍ଭାବସ୍ଥାରେ କେତେଗୁଡ଼ିଏ ପରୀକ୍ଷା କରିବା ଆବଶ୍ୟକ। ଏହାଦ୍ୱାରା ଉଭୟ ମା’ ଏବଂ ଶିଶୁ ଉପରେ ହେବାକୁ ଥିବା ବିପଦକୁ ଏଡ଼ାଇହୁଏ ଏବଂ ଗର୍ଭସ୍ଥ ଶିଶୁ ବିଷୟରେ ଜାଣିହୁଏ। ଆସନ୍ତୁ, ଫେଟାଲ ମେଡିସିନ୍ ସ୍ପେଶାଲିଷ୍ଟଙ୍କଠାରୁ ଏନେଇ ଅଧିକ ଜାଣିବା। ଗର୍ଭଧାରଣ ପୂର୍ବରୁ କେଉଁ ସବୁ ପରୀକ୍ଷା କରିବା ଜରୁରୀ? Tests before pregnancy are important to ensure a healthy start for both the mother and baby. They help identify any existing health issues. Early detection allows time for treatment or lifestyle changes before conception. These tests support safe pregnancy planning, reduce risks, and improve chances of a healthy pregnancy and delivery. Let's learn more from Dr Laxmi Narayan Sahoo, a Fetal Medicine Specialist. Which tests are recommended before planning a Pregnancy? in Odia