ଲିଭର ରୋଗକୁ ରୋକିବେ କିପରି? | Taking Care of Liver in Odia | Dr Manoj Kumar Sahu

Dr Manoj Kumar Sahu5 March 20236:4315K views

About this video

ଲିଭର ବା ଯକୃତ ଆମ ଶରୀରର ଏକ ଅବିଚ୍ଛେଦ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଷାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା, ଲିଭରର ମୁଖ୍ୟ କାର୍ଯ୍ୟ। ଏହା ଛଡ଼ା ଆମ ଶରୀରରେ ରକ୍ତ ତିଆରି ହେବାରେ ମଧ୍ୟ ଯକୃତ ସାହାଯ୍ୟ କରିଥାଏ। ତେବେ ଲିଭର ଜନିତ ରୋଗକୁ ରୋକିବେ କିପରି? ଆସନ୍ତୁ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁଙ୍କଠାରୁ ଅଧିକ ଜାଣିବା। The Liver is an integral part of our body. From digesting food to purifying the toxins in the food Liver works constantly in our body. So the liver needs to be healthy. How to prevent Liver diseases? Let's know more from Dr Manoj Kumar Sahu, a Gastroenterologist.