କାହିଁକି ବଢୁଛି ମାନସିକ ରୋଗ? | Dr Neelmadhav Rath on Mental Disorders: Causes & Treatment in Odia
About this video
ସାମାଜିକ ଆଶାର ପୃଷ୍ଠଭୂମିରେ ମଣିଷର ବ୍ୟବହାରର ତାରତମ୍ୟତାକୁ ମାନସିକ ରୋଗ ବୋଲି କୁହାଯାଏ। ଏହା ହେଉଛି ମନର ଏକ ଅସାଧାରଣ ଅବସ୍ଥା ଯାହା ମଣିଷର ବ୍ୟବହାରରୁ ଜଣାପଡ଼ିଥାଏ। ଶାରୀରିକ ଆଘାତ, ଚାପ ଜନିତ ସମସ୍ୟା, ନିଶାଦ୍ରବ୍ୟ ସେବନ କାରଣରୁ ଆନେ ମାନସିକ ରୋଗର ଶିକାର ହୋଇଥାଉ। ତେବେ ଦିନକୁ ଦିନ ମାନସିକ ରୋଗ ବଢ଼ୁଛି କାହିଁକି? ଏହାର ଚିକିତ୍ସା କ'ଣ ରହିଛି? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ନୀଳମାଧବ ରଥ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।