ସୁସ୍ଥ ଲିଭର ପାଇଁ କ’ଣ ଖାଇବେ ଓ କ’ଣ ନାହିଁ? | Diet for Healthy Liver in Odia | Dr Ashok Choudhury
About this video
ଲିଭର ସୁସ୍ଥ ହେଲେ ଆମକୁ ଲିଭର ସିରୋସିସ୍, ଫ୍ୟାଟି ଲିଭର ଭଳି ଜଟିଳ ସମସ୍ୟାକୁ ଏଡ଼ାଇପାରିବା। ତେବେ ଲିଭରକୁ ସୁସ୍ଥ ରଖିବେ କେମିତି? ଲିଭର ଜନିତ ସମସ୍ୟାକୁ ଏଡ଼ାଇବେ କିପରି? ଆସନ୍ତୁ ବିଶିଷ୍ଟ ହେପାଟୋଲୋଜିଷ୍ଟ ଡାକ୍ତର ଅଶୋକ ଚୌଧୁରୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Your liver is the largest organ inside your body. It helps your body digest food, store energy, and remove poisons. we can avoid complications such as liver cirrhosis and fatty liver if we make our liver healthy. So how do you keep your liver healthy? How to avoid liver problems? Let's know from Dr Ashok Choudhury, a Hepatologist.