କ’ଣ ଚିନି ଖାଇଲେ ଡାଏବେଟିସ୍ ହୋଇଥାଏ କି? | More Sugar Causes Diabetes? in Odia | Dr Shiv Kumar Lath
About this video
ଅଧିକାଂଶ ଲୋକଙ୍କର ଧାରଣା ଥାଏ ଯେ, ଚିନି ଖାଇବା ଦ୍ୱାରା ଡାଏବେଟିସ୍ ହୋଇଥାଏ। ସେହିପରି ଥରେ ଡାଏବେଟିସ୍ ହେଲେ ଜୀବନସାରା ଚିନି ଖାଇ ହେବ ନାହିଁ। ତେବେ ଏହା କେତେ ସତ? ଏନେଇ କ’ଣ କହୁଛନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଓ ମଧୁମେହ ବିଶେଷଜ୍ଞ ଡାକ୍ତର ଶିବ କୁମାର ଲାଥ, ଆସନ୍ତୁ ଜାଣିବା। Most people think that eating sugar can lead to diabetes. But that may not be the case. There are other causes of diabetes too. And not everyone gets diabetes from eating sugar or too much sugar, why? Can eat too much sugar cause diabetes? How much is too much? Let's know more from Dr Shiv Kumar Lath, Medicine Specialist & Diabetologist.