ଟାଇଫଏଡ୍‌ର ଲକ୍ଷଣକୁ ଚିହ୍ନନ୍ତୁ | Typhoid in Odia | Symptoms & Treatment | Dr Samir Ranjan Jena

Dr Samir Ranjan Jena16 September 202310:0920K views

About this video

ଟାଇଫଏଡ୍ ଜ୍ୱର ବା ଆନ୍ତ୍ରିକ ଜ୍ୱର ହେଉଛି ଅତି ସାଧାରଣ ରୋଗ। ଆମ ଶରୀରର ଅନ୍ତନଳୀରେ ସାଲମୋନେଲା ଟାଇଫି ନାମକ ବ୍ୟାକ୍ଟେରିଆ ସଂକ୍ରମଣ କାରଣରୁ ଏହି ଜ୍ୱର ସୃଷ୍ଟି ହୋଇଥାଏ। ତେବେ ଟାଇଫଏଡ୍ ଜ୍ୱରକୁ ଠିକ୍ ସମୟରେ ଚିକିତ୍ସା କରାନଗଲେ ଅବସ୍ଥା ସାଙ୍ଘାତିକ ହେବାର ଆଶଙ୍କା ମଧ୍ୟ ରହିଛି। ଆସନ୍ତୁ ଭେଷଜ ବିଶେଷଜ୍ଞ ଡାକ୍ତର ସମୀର ରଞ୍ଜନଙ୍କଠାରୁ ଟାଇଫଏଡ୍ ଜ୍ୱରର କାରଣ, ଲକ୍ଷଣ, ଚିକିତ୍ସା ଏବଂ ନିରାକରଣ ବିଷୟରେ ଜାଣିବା।