ବିନା ଯନ୍ତ୍ରଣାରେ ପ୍ରସବ: କେମିତି ହୁଏ? | Painless Delivery: All you need to Know! Odia | Dr Alakta Das

Dr Alakta Das16 September 20259:0630K views

About this video

ପେନ୍‌ଲେସ୍‌ ଡେଲିଭରି ବା ବିନା ଯନ୍ତ୍ରଣାରେ ପ୍ରସବ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ପ୍ରସବ ସମୟରେ ମହିଳାଙ୍କୁ କୌଣସି କଷ୍ଟ ଅନୁଭୂତ ହୁଏ ନାହିଁ। ଏହି ସମ୍ପର୍କରେ ଅଧିକ ତଥ୍ୟ ଦେଇଛନ୍ତି ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍‌ତା ଦାସ। ଆସନ୍ତୁ ଦେଖିବା।