ଆର୍ଥ୍ରାଇଟିସ୍ (ଗଣ୍ଠିବାତ ରୋଗ) – ପ୍ରକାର ଓ ଚିକିତ୍ସା | Dr Jyoti Ranjan Parida on Treatment of Arthritis
About this video
ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ବର୍ତ୍ତମାନ ସାରା ବିଶ୍ୱରେ ଏକ ଜଟିଳ ସମସ୍ୟା ଭାବେ ଦେଖାଦେଇଛି। କୋଟି କୋଟି ଲୋକ ଏହି ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣା ଭିତରେ ଜୀବନ କଟାଉଛନ୍ତି। ତେବେ ଜାଣି ରଖୁନ୍ତୁ, ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗର ଚିକିତ୍ସା ସମ୍ଭବ। ଆସନ୍ତୁ ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଆର୍ଥ୍ରାଇଟିସ୍ ରୋଗ ବିଷୟରେ ଅଧିକ ଜାଣିବା।