ଶ୍ୱାସ ରୋଗ ସିଓପିଡି – କାରଣ, ଲକ୍ଷଣ, ଚିକିତ୍ସା | Dr Samir Sahu on COPD in Odia | Lungs Disease
About this video
ସିଓପିଡି ହେଉଛି ଏକ ପ୍ରକାରର ଶ୍ୱାସ ରୋଗ। କୌଣସି ବ୍ୟକ୍ତି ଧୂଆଁ ସଂସ୍ପର୍ଶରେ ଅଧିକ ଆସିଲେ ସିଓପିଡି ରୋଗ ହୋଇଥାଏ। ସିଓପିଡି ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଫୁସଫୁସ ରୋଗ ବିଶେଷଜ୍ଞ ଡାକ୍ତର ସମୀର ସାହୁଙ୍କଠାରୁ ଆସନ୍ତୁ ଜାଣିବା।