ନିଆଁରେ ପୋଡ଼ିଗଲେ କ’ଣ କରିବେ ନାହିଁ? | Burn Injury: What you need to Know? in Odia | Dr Biswajit Mishra

Dr Biswajit Mishra17 January 202611:001.1K views

About this video

ଯଦି ଜଣେ ବ୍ୟକ୍ତି, ମହିଳା ଏବଂ ଶିଶୁଙ୍କର କୌଣସି କାରଣ ଯୋଗୁଁ ତ୍ୱଚା ପୋଡ଼ିଯାଉଛି, ତା’ହେଲେ ସଙ୍ଗେସଙ୍ଗେ କ’ଣ କରିବା ଆବଶ୍ୟକ, ଏହା ଜାଣିବା ସମସ୍ତଙ୍କୁ ଦରକାର। ଏହାଦ୍ୱାରା ଆମେ ପୋଡ଼ାଜ୍ୱଳାରୁ ହେଉଥିବା ସାଙ୍ଘାତିକ ପରିସ୍ଥିତିକୁ ଏଡ଼ାଇ ଦେଇପାରିବା। ଆସନ୍ତୁ, ବିଶିଷ୍ଟ ପ୍ଲାଷ୍ଟିକ୍‌ ସର୍ଜନ ଡାକ୍ତର ବିଶ୍ୱଜିତ ମିଶ୍ରଙ୍କଠାରୁ ପୋଡ଼ାଜ୍ୱଳାର ପ୍ରାଥମିକ ଉପଚାର ଏବଂ ଚିକିତ୍ସା ବିଷୟରେ ଅଧିକ ଜାଣିବା।