କେମିତି କମାଇବା ମେଦବହୁଳତା? | Dr. Nayan Ranjan Nanda on Causes and Treatment of Obesity in Odia
About this video
ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ମେଦବହୁଳତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ମେଦବହୁଳତା ଯୋଗୁଁ ଆମ ଶରୀରରେ ଅନ୍ୟାନ୍ୟ ଦୂରାରୋଗ୍ୟ ରୋଗ ମଧ୍ୟ ଦେଖାଦେବାର ସମ୍ଭାବନା ରହିଛି। ତେବେ କେମିତି କମାଇବେ ମେଦବହୁଳତା? ଲାପ୍ରୋସ୍କୋପିକ ସର୍ଜରୀ ଜରିଆରେ ଏହାର ଚିକିତ୍ସା କିପରି କରାଯାଏ? ଏନେଇ ବିଶିଷ୍ଟ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ନୟନ ରଞ୍ଜନ ନନ୍ଦ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।