ଗର୍ଭାବସ୍ଥାରେ ମହିଳାମାନେ ନେଇପାରିବେ କି କୋଭିଡ୍ ଟିକା? Odia Vaccine Fact Check – Dr Jaya Prakash Pani
About this video
ଏବେ ବି କୋଭିଡ୍ ଟିକାକୁ ନେଇ ଅନେକ ଗୁଜବ ରହିଛି। ଯେପରିକି ଗର୍ଭବତୀ ମହିଳା ତଥା ସ୍ତନ୍ୟପାନ କରାଉଥିବା ମହିଳା ତଥା ପିରିୟଡ୍ସ ବେଳେ କୋଭିଡ୍ ଟିକା ନେଲେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଦିଏ କି? ତେବେ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Rumours about COVID Vaccine continue to float around. Are there real side effects of the vaccine on pregnant women and lactating mothers? Can women take the COVID19 vaccine while having periods? Let's see what Dr Jaya Prakash Pani, a Gynaecologist says.