କୋଭିଡ୍‌ ମୁକାବିଲାରେ ପ୍ଲାଜ୍‌ମା ଥେରାପି | Plasma Therapy for COVID19 Patients in Odia

Swasthya Plus Network5 May 20215:001.4K views

About this video

କୋଭିଡ୍‌ ଚିକିତ୍ସାରେ ଆଶାର କିରଣ ଦେଖାଇଛି ପ୍ଲାଜ୍‌ମା ଥେରାପି। କରୋନା ଚିକିତ୍ସାରେ ପ୍ଲାଜ୍‌ମା ଥେରାପି କିପରି ସାହାଯ୍ୟ କରୁଛି ସେନେଇ ବିସ୍ତୃତ ଭାବେ କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଓଡ଼ିଶାରେ ପ୍ଲାଜ୍‌ମା ବ୍ୟାଙ୍କ୍‌ ଓଡ଼ିଶାରେ ଯଥେଷ୍ଟ ପରିମାଣରେ ରହିଛି ପ୍ଲାଜ୍‌ମା ପ୍ଲାଜ୍‌ମା ଥେରାପି କେତେ ପ୍ରଭାବଶାଳୀ ହାତ ଧୁଅନ୍ତୁ, ମାସ୍କ ପିନ୍ଧନ୍ତୁ, ଦୂରତା ବଜାୟ ରଖନ୍ତୁ ପ୍ଲାଜ୍‌ମା ଦାନ କରନ୍ତୁ, ଦୁଇଟି ଜୀବନ ବଞ୍ଚାନ୍ତୁ Plasma therapy has shown a ray of hope in the treatment of COVID. Pradipta Kumar Mohapatra, Additional Chief Secretary, Department of Health and Family Welfare, Government of Odisha, said in detail how Plasma Therapy is helping in the treatment of COVID-19 Plasma Bank in Odisha There are plenty of plasmas in Odisha How effective is plasma therapy? Wash hands, wear masks, maintain social distance Donate Plasma, Save Two Lives