ଅଧିକ ଡରି ଯାଉଛନ୍ତି କି? | Dr Samrat Kar on Phobia in Odia | Panic Disorder | Causes & Treatment
About this video
କୌଣସି କାର୍ଯ୍ୟ ବା ଜନିଷ ପ୍ରତି ଅହେତୁକ ଭୟଭୀତ ହେବା ଏକ ପ୍ରକାରର ମାନସିକ ସମସ୍ୟା। ଏହାକୁ ଫୋବିୟା ବୋଲି କୁହାଯାଏ। କେମିତି ଏହାର ଚିକିତ୍ସା କରିବେ? ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।