ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌: କ’ଣ ରହିଛି ଚିକିତ୍ସା? | Rheumatoid Arthritis in Odia | Dr Ashlesha Shukla

Dr Ashlesha Shukla12 August 20258:043.0K views

About this video

ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ହେଉଛି ଏକ ପ୍ରକାର ଅଟୋଇମ୍ୟୁନ୍‌ ରୋଗ। ଏହି ରୋଗରେ ଶରୀରର ବିଭିନ୍ନ ଗଣ୍ଠିରେ ଯନ୍ତ୍ରଣା ସହିତ ଗଣ୍ଠି ଫୁଲିଯାଇଥାଏ ଓ ଏହାର ଚିକିତ୍ସା ହୋଇ ନପାରିଲେ ଗଣ୍ଠି ବଙ୍କା ମଧ୍ୟ ହୋଇପାରେ। ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ କ’ଣ, ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ରୁମାଟୋଲୋଜିଷ୍ଟ ଡାକ୍ତର ଅଶ୍ଳେଷା ଶୁକ୍ଳା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।