ଫୁସ୍ଫୁସ୍କୁ କାହିଁକି ସଂକ୍ରମଣ କରୁଛି କୋଭିଡ୍ । Dr B K Patel on Why COVID-19 affect Lungs in Odia
About this video
ଫୁସ୍ଫୁସ୍କୁ କାହିଁକି ସଂକ୍ରମଣ କରୁଛି କୋଭିଡ୍-୧୯? ଫୁସ୍ଫୁସ୍କୁ ସୁସ୍ଥ ରଖିବା ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍ କେତେ ଉପଯୋଗୀ? ଏନେଇ ବିଶିଷ୍ଟ ଯକ୍ଷ୍ମା ଓ ଛାତି ରୋଗ ବିଶେଷଜ୍ଞ ଡାକ୍ତର ବୀରକିଶୋର ପଟେଲ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଡାକ୍ତର ପଟେଲ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫୁସ୍ଫୁସ୍ ରୋଗ ବିଭାଗର ବିଭାଗୀୟ ମୁଖ୍ୟ।