କାହିଁକି ବଢୁଛି ଲିଭର ରୋଗ? | Dr Manoj Kumar Sahu on Liver Diseases in Odia | Causes & Prevention
About this video
ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ବିନା ଜୀବନ ଅସମ୍ଭବ। ଲିଭର ଆମ ଶରୀରରେ ଅହରହ କାମ କରିଥାଏ। ତେଣୁ ଲିଭର ସୁସ୍ଥ ରହିବା ନିହାତି ଦରକାର। ତେବେ କାହିଁକି ବଢ଼ୁଛି ଲିଭର ରୋଗ? କେମିତି ଏହାକୁ ସୁସ୍ଥ ରଖିବେ? ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ମନୋଜ କୁମାର ସାହୁଙ୍କଠାରୁ ଏବିଷୟରେ ଅଧିକ ଜାଣିବା।