ସର୍ଦ୍ଦି, କାଶ, ଛିଙ୍କ ଲାଗି ରହୁଛି କି? | Dr Srikant Kumar Dhar on Common Cold in Odia|Causes & Treatment
About this video
ଶୀତଦିନ ଆରମ୍ଭ ହେଲେ ଥଣ୍ଡା, କାଶ, ଜ୍ୱର, ସର୍ଦ୍ଦି, ଛିଙ୍କ ଭଳି ଅନେକ ସମସ୍ୟା ଦେଖାଦିଏ। ଅନେକଙ୍କଠାରେ ଥଣ୍ଠାରୋଗ ବହୁଦିନ ଧରି ଲାଗିରହେ। ତେବେ ଶୀତଦିନରେ ଥଣ୍ଡାଜନିତ ସମସ୍ୟା କାହିଁକି ହୁଏ? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।